ନୂଆବର୍ଷରୁ ପରିବହନ ବିଭାଗର ସବୁ କାମ ଅନଲାଇନରେ ହେବ : ପରିବହନ ମନ୍ତ୍ରୀ

ଭୁବନେଶ୍ବର: ଜାନୁଆରି ପହିଲାରୁ ଅନଲାଇନରେ ହେବ ପରିବହନ ବିଭାଗର ସବୁ କାମ। ଆଉ ଗାଡିଚାଳକଙ୍କୁ ଆରଟିଓ ଅଫିସକୁ ବାରମ୍ବାର ଧାଇଁବାକୁ ପଡ଼ିବନି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଏଣିକି ଅନଲାଇନ ହେବ ପରିବହନ ବିଭାଗ। ନୂଆବର୍ଷରୁ ବଡ଼ ସଂସ୍କାର ଆଣିବାକୁ ପରିବହନ ବିଭାଗର ବଡ଼ ଉଦ୍ୟମ ହୋଇଛି। ଡିଏଲଠାରୁ ଆରମ୍ଭ କରି ଗାଡ଼ି ପରମିଟ ଭଳି ସମସ୍ତ କାମ ଏଣିକି ଅନଲାଇନରେ ହେବ। ବିଭିନ୍ନ ସମୟରେ ଅଭିଯୋଗ … Continue reading ନୂଆବର୍ଷରୁ ପରିବହନ ବିଭାଗର ସବୁ କାମ ଅନଲାଇନରେ ହେବ : ପରିବହନ ମନ୍ତ୍ରୀ